ପୁଟିନ୍‌ଙ୍କ ଚେତାବନୀ ସତ୍ତ୍ୱେ ‘ନାଟୋ’ ସଦସ୍ୟତା ନିମନ୍ତେ ଆବେଦନ କଲେ ଫିନ୍‌ଲାଣ୍ଡ୍‌ ଓ ସ୍ବିଡେନ୍‌

ବ୍ରସେଲ୍‌ଜ୍: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଚେତାବନୀ ସତ୍ତ୍ବେ ଆଜି ଫିନ୍‌ଲାଣ୍ଡ୍‌ ଓ ସ୍ବିଡେନ୍‌ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବାଧୀନ ମେଣ୍ଟ ‘ନର୍ଥ ଆଟ୍‌ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍‌’ର (ନାଟୋ) ସଦସ୍ୟତା ନିମନ୍ତେ ଆବେଦନ କରିଛନ୍ତି। ରୁଷ୍‌ର ୟୁକ୍ରେନ୍‌ ଆକ୍ରମଣ ଯୋଗୁଁ ନିରାପତ୍ତାଜନିତ ଚିନ୍ତାରେ ପଡ଼ି ଫିନ୍‌ଲାଣ୍ଡ୍‌ ଓ ସ୍ବିଡେନ୍‌ ସଦସ୍ୟତା ନିମନ୍ତେ ଆବେଦନ କରିଥିବା ‘ନାଟୋ’ର ମହାସଚିବ ଜେନ୍ସ୍‌ ଷ୍ଟୋଲ୍‌ଟେନ୍‌ବର୍ଗ ସୁନିଶ୍ଚିତ କରି କହିଛନ୍ତି। ସାମ୍ବାଦିକମାନଙ୍କ ସହ ଆଳାପ କରିବା ବେଳେ … Continue reading ପୁଟିନ୍‌ଙ୍କ ଚେତାବନୀ ସତ୍ତ୍ୱେ ‘ନାଟୋ’ ସଦସ୍ୟତା ନିମନ୍ତେ ଆବେଦନ କଲେ ଫିନ୍‌ଲାଣ୍ଡ୍‌ ଓ ସ୍ବିଡେନ୍‌